ନୀଳଗିରି: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ନୀଳଗିରିରେ ପ୍ରତିବାଦ, ଉପଜିଲାପାଳଙ୍କୁ ସ୍ମାରକ ପତ୍ର
ଜଳେଶ୍ୱର ବର୍ତ୍ତନା ଅଞ୍ଚଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ନୀଳଗିରିରେ ଏସଆଇଏଫ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏନେଇ ନୀଳଗିରି ଉପଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।