କଟକ ପୌରାଞ୍ଚଳ: କଟକ ୱାର୍ଡ ନଂ 55ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ, 4-ବିନ୍ ପୃଥକୀକରଣ ସଚେତନତା
କଟକ ମହାନଗର ନିଗମର ୱାର୍ଡ ନମ୍ବର ୫୫ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ୪-ବିନ୍ ବର୍ଜ୍ୟବସ୍ତୁ ପୃଥକୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଘରୁ ଅଳିଆ ଅଲଗା କରିବା ଓ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବାକୁ ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି।