ସୋର: ଆସନ୍ତା 8 ତାରିଖରେ ଓଡ଼ିଶା ବନ୍ଦ, ସୋରରେ ଇଣ୍ଡିଆ ମେଣ୍ଟର ସାମ୍ବାଦିକ ସମ୍ମିଳନୀ
Soro, Balasore | Oct 6, 2026 ଆସନ୍ତା 8 ତାରିଖ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ। ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଚାଲିବ। ବିଭିନ୍ନ ଦାବି ନେଇ ଏହି ବନ୍ଦ ପାଳନ କରିବାକୁ ସୋର ମାଧବାନନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନେତାମାନେ ନିବେଦନ କରିଛନ୍ତି।