ଦେବଗଡ: ଦେବଗଡ଼ ଗ୍ରାମୀଣ କାର୍ଯ୍ୟ ବିଭାଗରେ ଅନିୟମିତତା ଅଭିଯୋଗ, ମଗାଗଲା ସ୍ପଷ୍ଟୀକରଣ
ଦେବଗଡ଼ ଗ୍ରାମୀଣ କାର୍ଯ୍ୟ ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟରଙ୍କୁ ନେଇ ଜାରି ହେଲା ଏକାଧିକ ସରକାରୀ ଚିଠି। ଡିଏଲ୍ଆର୍ ତାଲିକାରେ ତ୍ରୁଟି ଓ ଅନିୟମିତତା ନେଇ ଉଠିଛି ଅଭିଯୋଗ। ବିଭାଗୀୟ ଯାଞ୍ଚ ପରେ ସ୍ପଷ୍ଟ ହେବ ସତ୍ୟତା।