Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଝାରସୁଗୁଡା: ଦେବାଡିହି ଝାରମୁଣ୍ଡା ଠାରେ ମୁକୁଳା ପଡ଼ିଥିବା ଡ୍ରେନ୍ ରେ ପଡ଼ି ଗାଈ ଆହତ । ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଦେବାଡିହି ଝାରମୁଣ୍ଡା ଠାରେ ମୁକୁଳା ପଡ଼ିଥିବା ଡ୍ରେନ୍ ରେ ପଡ଼ି ଗାଈ ଆହତ । ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଝାରସୁଗୁଡ଼ା ଜିଲ୍ଲା ଦେବାଡିହି ଝାରମୁଣ୍ଡା ଠାରେ ଡ୍ରେନ୍ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ଡ୍ରେନ୍ ଟି ମୁକୁଳା ହୋଇପଡ଼ି ରହିଛି । ତେବେ ଆଜି ସକାଳ ୯ ଟା ସମୟରେ ସେହି ମୁକୁଳା ଡ୍ରେନରେ ଏକ ଗାଈ ପଡ଼ି ଫସି ରହିଥିବା ବେଳେ ଗାଈଟି ଆହାତ ହୋଇଛି ।
ଝାରସୁଗୁଡା: ଦେବାଡିହି ଝାରମୁଣ୍ଡା ଠାରେ ମୁକୁଳା ପଡ଼ିଥିବା ଡ୍ରେନ୍ ରେ ପଡ଼ି ଗାଈ ଆହତ । ଉଦ୍ଧାର କଲେ ସ୍ଥାନୀୟ ଲୋକେ - Jharsuguda News