Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ବଲାଙ୍ଗୀର: ପି ଆର ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ” ଉତ୍ସାହ ଓ ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଛି

Balangir, Balangir | Nov 4, 2025
ପି.ଆର୍. ହାଇ ସ୍କୁଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଗୌରବ ଶିୱାଜି ଇସଲୱାର ପିଲାମାନଙ୍କୁ ଦୃଢ ମନୋବଳ ଓ ପରିଶ୍ରମରେ ଆଗେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ (ପ୍ରଶାସନ) ଡ଼. ବିଜୟାନନ୍ଦ ସେଠୀ ମଶାଲ ଶୋଭାଯାତ୍ରାର ଉଦଘାଟନ କରିଥିଲେ । ଦୁଇ ଦିନ ଧରି ଦୌଡ଼, ଫୁଟବଲ, ଚେସ୍, ନାଚ, ଗୀତ ଓ ଚିତ୍ରାଙ୍କନ ସହ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା । ଜିତୁଥିବା ପିଲାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା

MORE NEWS

ବଲାଙ୍ଗୀର: ପି ଆର ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସବ” ଉତ୍ସାହ ଓ ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଛି - Balangir News