Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଜୟପୁର: ବିଶ ପିଇ ଗୁରୁତର ହୋଇଥିବା ଦାମପୁଟ ର ଯୁବକ ଚିକିତ୍ସାଧିନ ଅବସ୍ଥା ରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ମୃତ୍ୟୁ, ସଦର ପୋଲିସ ରେ ଅଭିଯୋଗ

Jeypore, Koraput | Nov 27, 2025
ଜୟପୁର ସଦରଥାନା ଅନ୍ତର୍ଗତ ଦାମାପୁଟ ଅଞ୍ଚଳର ଜଣେ ଯୁବକ ବିଶ ପିଇ ଆତ୍ମହତ୍ୟା କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇ ଥିବା ନେଇ ଆଜି ସଂନ୍ଧ୍ୟା 7ଟା 30 ମିନିଟ ସମୟରେ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଦାମାପୁଟ ଅଞ୍ଚଳର କପିଳ ସୁକ୍ରୀ ବିଶ ଖାଇଦେବା ନେଇ ପରିବାର ଲୋକ ଜାଣିବା ପରେ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ସଦରଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପୋଲିସ ର ସୂଚନା l

MORE NEWS