ଦେବଗଡ: ଦେବଗଡ଼ ରେଙ୍ଗଳବେଡ଼ାରେ ପଶିଲା ବଣୁଆ ହାତୀ, ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ରେଙ୍ଗଳବେଡ଼ା ଗାଁ ନିକଟରେ ବଣୁଆ ହାତୀ ବୁଲୁଛି। ହାତୀଟି କାହାର କୌଣସି କ୍ଷତି କରିନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ହାତୀ ନିକଟକୁ ନଯିବା ଓ ତାକୁ ଉତ୍ତ୍ୟକ୍ତ ନକରିବା ପାଇଁ ସତର୍କ କରାଯାଇଛି।