Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
No video available

ଧର୍ମଗଡ: ଧର୍ମଗଡ ସିଟି ସ୍କୁଲ ରେ ଯୌନ ନିର୍ଯାତନା ଏବଂ ଏସସି ଏସଟି ଅତ୍ୟାଚାର ନିବାରଣ ଆଇନ ସମ୍ପର୍କିତ ସଚେତନତା ଶିବିର ।

Dharamgarh, Kalahandi | Jul 31, 2025
ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଟି ସ୍କୁଲ ରେ ଗୁରୁବାର ଅପରାହ୍ନ ୪ ଟା ରେ ଯୌନ ନିର୍ଯାତନା ଏବଂ ଏସସି ଏସଟି ଅତ୍ୟାଚାର ନିବାରଣ ଆଇନ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

MORE NEWS