#ରିଲିଫ_ନାଁମରେ_ରୋଗ_ବାଣ୍ଟୁଛନ୍ତି_କି_ବିଜେପି_ନେତାନେତ୍ରୀ ?
ଫିମ୍ପି ପଡ଼ା ପାଉଁରୁଟି ସହ ଗନ୍ଧୁଆ ଚୁଡ଼ା!
ରିଲିଫ ସାମଗ୍ରୀକୁ ନେଇ ଅସନ୍ତୋଷରେ ନିରୀହ ଆଦିବାସୀ ଲୋକେ!
📍 ବାଲେଶ୍ୱର ଜିଲ୍ଲା, ଜଳେଶ୍ୱର ବ୍ଲକ, ନାମ୍ପ ପଞ୍ଚାୟତ, ତାଳବଣିଆରୁ ଆସିଛି ଏଭଳି ଅଭିଯୋଗ। ରିଲିଫ ନାଁରେ ଗରିବ ଆଦିବାସୀଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ନେଇ ଅସନ୍ତୋଷ ବଢ଼ିଛି ବୋଲି ଅଭିଯୋଗ।
📱 ଘଟଣାର ଫଟୋ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରୁଛି।
#Balasore #Jaleswar #JaleswarBlock #OdishaNews #Relief #mahimatv
CMO Odisha Mahima TV Naveen Patnaik Rajkishore Behera Goutambuddha Das Dinabandhu Pradhan Ajit Kumar Sahoo Journalist Jyoti Prakash Panigrahi Ashwini Vaishnaw BYJD BASTA