ଡାବୁଗାଁ: ଉଦ୍ୟାନ କୃଷି ବିଭାଗ ତରଫରୁ ଡାବୁଗାଁ ରେ ଚାଷୀଙ୍କୁ ଅଳୁ ବିହନ ବଣ୍ଟନ
ବ୍ଲକ ସଦର ମହକୁମା ସ୍ଥିତ ନର୍ସରୀ ପରିସରରେ ଉଦ୍ୟାନ ବିଭାଗ ତରଫରୁ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଚାଷୀ ଆଳୁ ବିହନ ନେଇ ଚାଷ କରିବାକୁ ପରାମର୍ଶ ଦେଇଥିଲେ |