Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ବ୍ଲକ କନଫରେନ୍ସ ହଲ ଠାରେ ମଣ୍ଡେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କନଫରେନ୍ସ ଠାରେ ମଣ୍ଡେଇ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଆଢ଼ମ୍ବରରେ ଶାନ୍ତିପୂର୍ଣ ଭାବରେ କରା ଯିବ ସେ ନେଇ ଆଲୋଚନା କରାଯାଇଥିଲା l ଆସନ୍ତା ୫  ତାରିଖରେ ମଣ୍ଡେଇ ହେବା ନେଇ ପୂର୍ବ ପ୍ରସ୍ତୁତି କରାଯାଇଥିଲା l ଏହି ବୈଠକରେ କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ, ବ୍ଲକ ଉପାଧକ୍ଷା, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ପିଇଓ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l
ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ବ୍ଲକ କନଫରେନ୍ସ ହଲ ଠାରେ ମଣ୍ଡେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Nabarangapur PS News