କଣ୍ଟାବାଞ୍ଜି: ତୁରେକେଲାରେ ନୂତନ ପାଠାଗାର ଉଦ୍ଘାଟିତ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁବିଧା
ତୁରେକେଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ପାଠାଗାରର ଶୁଭ ଉଦ୍ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଏହି ପାଠାଗାର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପଠନ ଅଭ୍ୟାସ ବୃଦ୍ଧି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସହାୟକ ହେବ।