ନୂଆପଡା: ବିଜେପି କାର୍ଯ୍ୟାଳୟରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଆଜି ନୂଆପଡା ନଗର ମଣ୍ଡଳ ର ସେବା ପକ୍ଷ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲା କର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ,କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ,ଜିଲ୍ଲା କୋଡ଼ିନେଟର ପ୍ରକାଶ କଳାର,ନଗର ସଭାପତି ସଦାନନ୍ଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।