ପାରଳାଖେମୁଣ୍ଡି: ଗଜପତିରେ 9793.28 କିଲୋଗ୍ରାମ ଜବତ ଗଞ୍ଜେଇ ନଷ୍ଟ: ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ଗଜପତି ଜିଲ୍ଲାରେ ପୁଲିସ ପକ୍ଷରୁ ପ୍ରାୟ 9,793 କିଲୋଗ୍ରାମ ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ମୋହନା ଓ ଅଡ଼ବା ଥାନା ଅଞ୍ଚଳରୁ ଜବତ ଏହି ଗଞ୍ଜେଇକୁ ଶେରଗଡ଼ ସ୍ଥିତ ଇନ୍ସିନେରେଟର୍ରେ ନଷ୍ଟ କରାଯାଇଛି। 'ନିଶାମୁକ୍ତ ଓଡ଼ିଶା ଅଭିଯାନ' ଅଧୀନରେ ଏହି ପଦକ୍ଷେପ ନିଆଯାଇଛି।