ନୂଆପଡା: ଦୁର୍ଗା ପୂଜା ଦାଣ୍ଡିଆରେ ନାଚିଲେ ବିଧାୟକ ଅଭିନନ୍ଦନ ପଣ୍ଡା
ନୂଆପଡା ଜିଲ୍ଲା ସଦର ବ୍ଲକ ଭଏଁସାତାଲ ଗ୍ରାମ ପଂଚାୟତ ବାଲୋଦା ଠାରେ ଦୁର୍ଗା ପୂଜା ଦାଣ୍ଡିଆରେ ନାଚିଲେ ଯୁବ ବିଧାୟକ ଅଭିନନ୍ଦନ ପଣ୍ଡା ଓ ଜିଲ୍ଲା ସଭାପତି କମଲେସ ଦୀକ୍ଷିତ। ଏହି ଅବସରରେ ସରପଞ୍ଚ ପ୍ରେମ ଲାଲ ନାୟକ ମଧ୍ୟ ଉପସ୍ଥିତ ଥିଲେ।