କଳାହାଣ୍ଡି: ଥୁଆମୂଳ ରାମପୁରରେ ସମ୍ପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
Kalahandi, Kalahandi | Oct 19, 2026
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ମହାସମାରୋହରେ ପାଳିତ ହେଲା ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ପାରମ୍ପରିକ ରୀତିନୀତି, ଜେନାବଳି ଓ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହେଲା ମା’ଙ୍କ ପବିତ୍ର ଯାତ୍ରା। ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ପାଇଁ ଉତ୍ସର୍ଗୀକୃତ ଏହି ଯାତ୍ରା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାରେ।