ବୀରମହାରାଜପୁର: ଲାତୁରପେଟ ଖେଳପଡିଆ ଠାରେ 10ତମ ରାଜ୍ୟ ସ୍ତରୀୟ ମାଁ ପନ୍ଥେଇ ବୁଢ଼ୀ ଦ୍ବିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବିରମହାରାଜପୁର ଥାନା ଅନ୍ତର୍ଗତ ଲାତୁରପେଟ ଖେଳପଡିଆ ଠାରେ ଚାଲିଥିବା 10ତମ ରାଜ୍ୟ ସ୍ତରୀୟ ମାଁ ପନ୍ଥେଇ ବୁଢ଼ୀ ଦ୍ବିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସଂନ୍ଧ୍ୟା 5ଟା 30ରେ ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ଖେଳରେ ସୋନପୁର କୁ 1-0ଗୋଲରେ ହରାଇ ବୌଦ୍ଧ ଦଳ ଚମ୍ପିଆନ ହୋଇଥିଲା l ଏହି ଅବସରରେ ଅତିଥି ଭାବରେ ସତ୍ୟନାରାୟଣ ମହାକୁର, ଅରବିନ୍ଦ ଛତରିଆ, ଶୁଭେନ୍ଦୁ ଚାନ୍ଦ, ଭୂଷଣ ପାତ୍ର, ମନ ରଞ୍ଜନ ଦାସ, ସମ୍ବିତ ମହାକୁର ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା, ବିଭସ୍ପତି ପଣ୍ଡା ଏବଂ ସତ୍ୟନାରାୟଣ ମହାକୁର