Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଫୁଲବାଣୀ ସହର: ବାଲିଗୁଡା ଦଣ୍ଡପଦର ଗ୍ରାମରେ କାର୍ତିକ ପୁର୍ଣ୍ଣୀମା ପାଳନ ଅବସରେ ଆକାଶଦିପ ଉଠାଣ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି

ବାଲିଗୁଡା ଦଣ୍ଡପଦର ଗ୍ରାମରେ କାର୍ତିକ ପୁର୍ଣ୍ଣୀମା ପାଳନ ଅବସରେ ଆକାଶଦିପ ଉଠାଣ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି ଷେଷ ଦିନ ଅବସରରେ ମଙ୍ଗଳବାର ରାତି 7ଘଣ୍ଟିକା ସମୟରେ ଗ୍ରାମର ଶିକ୍ଷାବିତ୍ ପିତବାସ ନାୟକ ଙ୍କ ମୁଖ୍ୟ ଅତିଥି ଭାବରେ ଯଗ ଦେଇ ଭାଗବତ ଟୁଙ୍ଗି ରେ ପୁଜାଅର୍ଚନା ପରେ ଆକାଶ ଦିପ ଉଠାଯାଇଛି, ଲଗାତାର ଆଜକୁ 4ଦିନ ହଇଗଲା ଏହି ଦିପ ଉଠାଯାଇଛି ଗାଁ ର ମୁଖି ଜୟଦେବ ନାୟକ ପୁର୍ବତନ ସଭାପତି ପ୍ରଥମ ଦିନ ଦିପ ଉଠାଇଥିବା ବେଳେ ଦିତିୟଦିନ ସ୍ଥାୟୀ ସଭାପତି ସତ୍ୟ ନାୟ, ତୣତିୟ ଦିନରେ ମଧୁସୁଦନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି