#ଯାଜପୁର_ନରସିଂହ_ଚୌଧୁରୀ_ସ୍ୱୟଂ_ଶାସିତ_ମହାବିଦ୍ୟାଳୟ_ରେ_ପ୍ରାକ୍_ନିର୍ବାଚନୀ_ହିଂସା
ପୂର୍ବରୁ କଲେଜ୍ ପରିସରରେ ଅଣଛାତ୍ର ପ୍ରବେଶ କରି ଗଣ୍ଡ ଗୋଳ କରିଥିବା କୁ ନେଇ ଛାତ୍ର ଛାତ୍ରୀ ମାନେ କଲେଜ୍ ଅଧ୍ୟକ୍ଷ ଙ୍କୁ ଜଣାଇଥିବା ବେଳେ କୌଣସି ସମସ୍ୟା ର ସମାଧାନ ହୋଇ ନଥିଲା । ଏହାକୁ ନେଇ ଆଜି ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟରେ ହୋହାଲ୍ଲା କରିବା ସହ ଦୀର୍ଘ ଘଣ୍ଟା ଧରି ମହାବିଦ୍ୟାଳୟରେ ମୁଖ୍ୟ ଗେଟ କୁ ତାଲା ପକାଇ ରଖିଥିଲେ।ସେପଟରେ କିଛି ଛାତ୍ର ଛାତ୍ରୀ କହିବା କଥା ନିର୍ବାଚନ ପୂର୍ବରୁ ଯଦି ଏପରି ଘଟଣା ଘଟୁଛି । ତେବେ ନିର୍ବାଚନ ପରେ କଣ ହେବ । ତେଣୁ ନିର୍ବାଚନ ହେବା ଭଲ । ଏହା ଆମର ମୌଳିକ ଅଧିକାର । ହେଲେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ୍ କରାଯାଉ ବୋଲି କହିଛନ୍ତି କଲେଜ୍ ଛାତ୍ରୀ। ଅନ୍ୟପଟେ ଏ ସମ୍ପର୍କ ରେ ଆମେ ସ୍ଥାନୀୟ ପୋଲିସ କୁ ଜଣାଇଛୁ ତେବେ ପରିସ୍ଥିତ ନିୟନ୍ତ୍ରଣ ଅଛି ବୋଲି କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ।
#nc_college #lntvnetwork #JajpurNews #jajpurkhabar #Aeiodisha #narasingha_choudhury_mahavidyalaya
Bhubaneswar M Corp, Khordha | Oct 8, 2026