ପାଟଣାଗଡ: ଚିଙ୍ଗିରୀଟାଲ ରେ ବେକରେଗାମୁଛା ଲଗାଇ ଯୁବତୀ କଲା ଆତ୍ମହତ୍ୟା
ଖପ୍ରାଖୋଲ ଥାନା ଅନ୍ତର୍ଗତ ଚିଙ୍ଗିରୀଟାଲ ଗ୍ରାମରେ ଗତ କାଲି ରାତିରେ ସଜୀବ ଦଣ୍ତସେନା ଙ୍କ ୨୧ବୟସ୍କା ଝିଅ ବେକରେ ଗାମୁଛା ଲଗାଇ ଘରେ ଝୁଲିପଡିଛି ଏନେଇ ଥାନା ରେ ଅଭିଯୋଗ ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସୋମବାର ମଧ୍ୟାହ୍ନରେ ଶବବ୍ୟବଛେଦ କରି ତାଙ୍କ ପରିବାର ଙ୍କୁ ଶବ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।