#ଭଉଣୀ_ହତ୍ୟା_କୁ_ନେଇ_ପ୍ରତିକ୍ରିୟା_ରଖିଲେ_ଭାଇ,
ଭଦ୍ରକ -ସ୍ୱାମୀ ସ୍ତ୍ରୀ ଘଟଣା ର ମୃତ ସ୍ତ୍ରୀଙ୍କ ପରିବାର ଲୋକେ ଲକ୍ଷ୍ଣ ରୁ ଭଦ୍ରକରେ ପହଞ୍ଚିଛନ୍ତି। ପୁରୁଣା ଵଜାର ଥାନା ନଂଘା ମହଲ୍ଲା ରେ ଯେଉଁ ଘରେ ଦୁଇଟି ମୃତ ଦେହ ପଡିଛି ସେ ଘରକୁ ଆସିଛନ୍ତି। ଝିଅ ଭାଇ ଙ୍କ ପ୍ରତିକ୍ରିୟା ରେ କହୁଛନ୍ତି ଯେ
ମୋ ଭଉଣୀ ଙ୍କୁ ଯୋଜନା ଵଧ ଭାବେ ହତ୍ୟା କରା ଯାଇଛି. ଯୌତୁକ ଟଙ୍କା ମାଗିବା ସହ ମାନସିକ ଶାରୀରିକ ଯନ୍ତ୍ରଣା ଦେଉଥିଲେ ପରିବାର ଲୋକ ବୋଲି ଅଭିଯୋଗ ଆଣିଛନ୍ତି ମୃତ ମହିଳା ତୈଇବା ରଜା ଖାନ ର ବଡ଼ ଭାଇ ତହିଦ ଅହମଦ ଖାନ
ଆସନ୍ତୁ ଶୁଣିବା କଣ କହୁଛନ୍ତି ତହିଦ ଅହମଦ ଖାନ
#StqMedia #MurderCase #Bhadrak #BhadrakNews #Odisha #OdishaNews District Administration,Bhadrak Odisha Police Organisation Bhadrak Police