ପାରଳାଖେମୁଣ୍ଡି: ଗଜପତିରେ ୧୨ ଫୁଟର ରଣା ସାପ ଉଦ୍ଧାର, ଚନ୍ଦନ ବୋଡାକୁ ଗିଳିବା ବେଳେ ହେଲା ଧରା
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମରେ ବନବିଭାଗ ଦ୍ୱାରା ଦୁଇଟି ସାପ ଉଦ୍ଧାର । ଏକ ୧୦-୧୨ ଫୁଟ ଲମ୍ବର ରଣା ସାପ ଅନ୍ୟ ଏକ ଚନ୍ଦନ ବୋଡା ସାପକୁ ଗିଳିବା ସମୟରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ଗାରାବନ୍ଧ ବନ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି ।