ଜଗତସିଂହପୁର: ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟରେ ପାଳିତ ହେଲା ଆନ୍ତର୍ଜାତୀୟ ମାନସିକ ସ୍ୱାସ୍ଥ୍ୟ ଦିବସ
ଜଗତସିଂହପୁର ନୂଆପୋଲ ସ୍ଥିତ ଆଶ୍ରା ସ୍ଵତନ୍ତ୍ର ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଅନ୍ତେବାସୀଙ୍କ ସମସ୍ୟା ବୁଝିଛନ୍ତି।