ଡାବୁଗାଁ: ବିରିସଲା ରେ ବଉଁଲାନି ଯାତ୍ରା ଅନୁଷ୍ଠିତ
ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିସଲା ରେ ବଉଁଲାନି ଯାତ୍ରା ଅନୁଷ୍ଠିତ ହେଲା। ଏହା ଏକ କୃଷିଭିତିକ ପର୍ବ ଅଟେ। ଧାନ ଅମଳ ପରେ ଚାଷି ଭାଇ ମାନେ ବିଭିନ୍ନ ଗ୍ରାମରେ ଭିନ ଭିନ ସମୟରେ ଅଂଚଳର ପ୍ରମ୍ମୁଖ ତଥା ଗୋ ମାତାର ପର୍ବ ଦିଆଲିର କିଛି ଦିନ ପୂର୍ବରୁ ଏହି ପର୍ବ ପାଳିତ ହୁଅ