Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ଜଟାବାଲରେ ଜିଲ୍ଲା ସଂକୀର୍ତ୍ତନ ମହାସଂଘ ର ପ୍ରଥମ ବୈଠକ

Dabugan, Nabarangpur | Dec 25, 2025
ଜଟାବାଲ ଶିବ ମନ୍ଦିର ରେ ନବରଙ୍ଗପୁର ଜିଲ୍ଲା ସଂକୀର୍ତ୍ତନ ମହାସଂଘ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରାମ ଚୌଧୁରୀ ଓ ଅଶୋକ କୁମାର ପାତ୍ର ଙ୍କ ପରିଚାଳନା ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ ଓ ସମ୍ମାନୀତ ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ କୁମାର ଉପସ୍ଥିତ ରହି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ନାମ ସଂକୀର୍ତ୍ତନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ।