ନର୍ଲା: ମାଣ୍ଡେଲ ଗ୍ରାମ ନିକଟରେ ଏକ ବାଇକ୍ ମହିଳା ଙ୍କୁ ଦୁର୍ଘଟଣା ଗ୍ରସ୍ତ କରିଥିବା ସୂଚନା
ଆଜି ଗୁରୁବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରେ ମାଣ୍ଡେଇ ଗ୍ରାମ ନିକଟରେ ଏକ ବାଇକ୍ ଜଣେ ମହିଳା କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ କରିଥିଲା ଦୁର୍ଘଟଣା ରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ମେଡ଼ିକାଲ୍ ଚିକିତ୍ସା ହୋଇଥିବା ସୂଚନା