ଝାରସୁଗୁଡା: ଝାରସୁଗୁଡ଼ା: ସାର୍ବଜନୀନ ସ୍ଥାନରେ ବିଶୃଙ୍ଖଳା, ୬ ଜଣଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ
ଝାରସୁଗୁଡ଼ା ଟାଉନ୍ ପୁଲିସର 'ଅପରେସନ୍ ନେତ୍ର': ସାର୍ବଜନୀନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ୬ ଜଣଙ୍କ ବିରୋଧରେ ପିଆର୍ ଦାଖଲ। ସହରରେ ଶାନ୍ତିଶୃଙ୍ଖଳା ପାଇଁ ପୁଲିସର କଡ଼ା ପଦକ୍ଷେପ।