ଦେବଗଡ: ଆନ୍ତର୍ଜାତୀୟ ବୃଦ୍ଧ ଦିବସରେ ବୃଦ୍ଧାଶ୍ରମରେ ସମୟ କାଟିଲେ ସମାଜସେବୀ ଅର୍ଣ୍ଣବ ପଣ୍ଡା
ଆନ୍ତର୍ଜାତୀୟ ବୃଦ୍ଧ ଦିବସ ଅବସରରେ ଦେବଗଡ଼ର ସମାଜସେବୀ ଅର୍ଣ୍ଣବ ପଣ୍ଡା ହିସ୍ ଟ୍ରଷ୍ଟ ବୃଦ୍ଧାଶ୍ରମ ପରିଦର୍ଶନ କରିଛନ୍ତି। ସେଠାରେ ରହୁଥିବା ଚାଳିଶରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହ ସୁଖଦୁଃଖ ବାଣ୍ଟିବା ସହ ସେମାନଙ୍କ ଆଶୀର୍ବାଦ ନେଇଛନ୍ତି।