Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଲଇକେରା: ନିକ୍ତିମାଲ ଠାକୁରପଡ଼ାରେ ବିଦ୍ୟୁତ ତାର ଚୋରି; ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ

Laikera, Jharsuguda | Dec 31, 2024
ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଠାକୁରପଡ଼ା ଠାରେ ବିଦ୍ୟୁତ୍ ତାର ଚୋରି । ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ୍ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଠାରେ ରାତି ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ୍ ହୋଇଯାଇଥିଲା । ତେବେ ଆଜି ସକାଳ ସମୟରେ ଗ୍ରାମ ଲୋକେ ଠାକୁରପଡା ଠାରେ ଥିବା ବିଦ୍ୟୁତ୍ ଖୁମ୍ବରୁ ଦୁର୍ବୃତ୍ତ ମାନେ ବିଦ୍ୟୁତ୍ ତାର ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ ।

MORE NEWS