Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସତ୍ୟବାଦୀ: ମୃତ ମହିଳାଙ୍କୁ ନ୍ୟାୟ ଦାବିରେ କଣାସ - ନୂଆ ଜଗନ୍ନାଥସଡ଼କ ରାସ୍ତାର ବରୁଣେଇ ବ୍ରିଜଠାରେ ବୋଲରା ଗ୍ରାମବାସୀଙ୍କ ଟାୟାର ଜାଳି ରାସ୍ତା ଅବରୋଧ

Satyabadi, Puri | Oct 6, 2025
ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡିଶା ଗୋଦା ଥାନା ବୋଲରା ଗ୍ରାମର କୁନି ରାଉତଙ୍କ କନ୍ୟା ସୋନାଲି ରାଉତଙ୍କୁ ତାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣଷି କାର୍ଯ୍ୟନୁଷ୍ଠାନ ନିଆ ନଯିବାରୁ ଆଜି ଭୋର ୪ଟାରେ କଣାସ ଥାନା କଣାସ - ନୂଆ ଜଗନ୍ନାଥ ସଡ଼କ ରାସ୍ତାର ବରୁଣେଇ ବ୍ରିଜ ଠାରେ ବୋଲରା ଗ୍ରାମବାସୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥଲେ । ଖବର ପାଇ ଆଜି ଅପରାହ୍ନ ତିନିଟାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପିପିଲି ଡି ଏସ ପି ଦେବାଶିସ ମିଶ୍ର ଘଟଣା ସ୍ଥଳରେ ପହ