ଓରିଏଣ୍ଟ: ସେହେଡାର ୱାନ୍ଷ୍ଟପ୍ ସେଣ୍ଟର ସଖୀ ଓ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗ ପକ୍ଷରୁ PKSS କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
୧୬ ଦିନିଆ ଲିଙ୍ଗଭିତ୍ତିକ ହିଂସାବିରୋଧୀ ଅଭିଯାନର ନବମ ଦିନରେ ସେହେଡା ଅନୁଷ୍ଠାନର ୱାନ୍ଷ୍ଟପ୍ ସେଣ୍ଟର ସଖୀ ଓ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗ, ଝାରସୁଗୁଡାଙ୍କ ମିଳିତ ଉଦ୍ୟମରେ ଆଜି ଦିନ ବାରଟା ସମୟରେ ପିକେଏସ୍ଏସ୍ କଲେଜରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡିଜିଟାଲ ଯୁଗରେ ବୃଦ୍ଧି ହୋଇଥିବା ସାଇବର ଅପରାଧରୁ କିପରି ସୁରକ୍ଷିତ ରହିବା ଯାଏ ଏବଂ ଛାତ୍ରଛାତ୍ରୀମାନେ ସଚେତନ ଭାବେ ସୋସିଆଲ ମିଡିଆ ଓ ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା। ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଆଶିଷ