ବାଲେଶ୍ବର ସଦର: କବିବର ରାଧାନାଥ ରାୟଙ୍କ ଜନ୍ମଜୟନ୍ତୀ: ବାଲେଶ୍ୱରରେ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଜନ୍ମଜୟନ୍ତୀ ପାଳିତ। ବାଲେଶ୍ୱର ଗଡ଼ଗଡ଼ିଆ ଛକରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। କବିଙ୍କ ସାହିତ୍ୟ ସାଧନାକୁ ମନେ ପକାଇଲେ ସାଂସଦ।