ପୁରୀ: କ୍ରିକେଟ ଓ ହକିରେ ଭାରତର ବିଜୟ, ବାଲୁକା କଳାରେ ସ୍ୱତନ୍ତ୍ର ଅଭିନନ୍ଦନ
Puri, Puri | Oct 4, 2026
କ୍ରିକେଟ ଓ ହକିରେ ଭାରତର ଡବଲ ଗୋଲ୍ଡ ବିଜୟକୁ ପୁରୀ ସୁଦର୍ଶନ ବାଲୁକା କଳା ପ୍ରତିଷ୍ଠାନର ଛାତ୍ରୀ ମୋନାଲିସା ମହାରଣା ଓ ସୋନାଲି ଆଳୁକ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ୩୦ ମିନିଟରେ ସେମାନେ ଏହି ସ୍ୱତନ୍ତ୍ର କଳାକୃତି ପ୍ରସ୍ତୁତ କରିଛନ୍ତି।