Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ସ୍ଥରୀୟ କଳାହାଣ୍ଡି ଉତ୍ସବ ପଡିଆ ପ୍ରଦର୍ଶନ କରି କାର୍ଯ୍ୟ ତଦାରଖ କଲେ ବ୍ଲକ ଅଧକ୍ଷ

Junagarh, Kalahandi | Jan 6, 2026
ଆଜି 6ତାରିଖ ଅପରାହ୍ନ 5ଟାରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଗୋଲାମୁଣ୍ଡା ସ୍ଥିତ ଶିବାଜୀ ଷ୍ଟାଡିୟମ ରେ ହେବାକୁ ଥିବା ପ୍ରସ୍ତୁତି ର ସମୀକ୍ଷା କରିଥିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମୀକ୍ଷା ରେ ଥିଲେ ବିଡ଼ିଓ ତ୍ରିପୁର ମହାନନ୍ଦ, ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି, ସରପଞ୍ଚ ସଂଘ ସଭାପତି ଶ୍ରୀ ସବୀର ରାଉତ, ସମିତି ଙ୍କ ପ୍ରତିନିଧି ସୁବାଷ ନାଏକ ଗୋଲାମୁଣ୍ଡା ଓ କେଗାଁ ବିଜେପି ମଣ୍ଡଳ ସଭାପତି ବୈଶାଖୁ କେତକୀ ଓ ଜୟ କୃଷ୍ଣ ସାହୁ, ଉତ୍ସବ କମିଟି ସଦସ୍ୟ ଗଙ୍ଗାବିଷ୍ଣୁ ମୁଣ୍ଡ ଓ ସୁଧାଂଶୁ ଶେଖର ମୁଣ୍ଡ ସମେତ ଅନ୍ୟାନ୍ୟ ସହଯୋଗୀ ବନ୍ଧୁ