ଗୋଲାମୁଣ୍ଡା ଏସ୍ ବି ଆଇ ଶାଖା ତରଫରୁ ସାଇକେଲ ବଣ୍ଟନ । ଆଜି 3ତାରିଖ ଅପରାହ୍ନ 4ଟାରେ ଗୋଲାମୁଣ୍ଡା ଏସ୍ ବି ଆଇ ଶାଖା ତରଫରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଗୋଲାମୁଣ୍ଡା ବ୍ଲକ ସଦରମହକୁମା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଆଜି ୧୦ ଜଣ ଗରିବ ଝିଅ ମାନଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ତହସିଲଦାର ଚନ୍ଦନ କୁମାର ନାଏକ, ଅତିରିକ୍ତ ତହସିଲଦାର ଅନୁଭବ ମହାନ୍ତି, ଗୋଲାମୁଣ୍ଡା ଶାଖା ପରିଚାଳକ ଶିତାଂଶୁ ସେଖର ମୁଣ୍ଡ ପ୍ରମୁଖ ଉପସ୍ଥିତି ରେ