Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ପଦ୍ମପୁର: ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ (YRC) ଓ ରେଡ୍ ରିବନ୍ କ୍ଲବ୍ (RRC) ର ମିଳିତ ଆନୁକୂଲ୍ୟରେ ଆଜି 12ଟା 30 ମିନିଟ ସମୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ,ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଡ୍‌ସ ସଚେତନତାର ବାର୍ତ୍ତା ନେଇ ମହାବିଦ୍ୟାଳୟରୁ ଏକ ପଦଯାତ୍ରାରେ ବାହାରି ଚାରପାଲି ଏବଂ ସିଂହନପୁର ଗ୍ରାମ ପରିଦର୍ଶନ କରି ସାଧାରଣ ଲୋକଙ୍କୁ ଏଚ୍.ଆଇ.ଭି ର ପ୍ରତିରୋଧ, ଚିକିତ୍ସା ଓ ଏଡ୍‌ସ ରୋଗୀଙ୍କ ପ୍ରତି ସହାନୁଭୂତି ରଖିବାକୁ ବାର୍ତ୍ତା ଦେଇଥିଲା । ପରେ ମହାବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ