ବାଙ୍ଗିରିପୋଷି: ବାଙ୍ଗିରିପୋଷିରେ ଶିଶୁ ମହୋତ୍ସବ ସୁରଭି: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି ଖୁସି ବିଧାୟିକା
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'ରେ ଯୋଗଦେଲେ ବିଧାୟିକା ସଞ୍ଜଳି ମୁର୍ମୁ। କୁନି କୁନି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ କଳାତ୍ମକ ଦକ୍ଷତାର ପ୍ରଶଂସା କଲେ ବିଧାୟିକା।