କଟକ ପୌରାଞ୍ଚଳ: Odia: SCB Data Entry Fraud Case: Demand for Crime Branch Investigation in Odisa
ଏସ,ସି,ବି ଡାଟାଏଣ୍ଟ୍ରି ଠକେଇ ମାମଲା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି, ବକ୍ସି ବଜାର ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା କିଡନୀ ରୋଗୀ ପରିବାର ତରଫରୁ ଆନ୍ଦୋଳନ ଆୟୋଜନ। ଅଭିଯୁକ୍ତଙ୍କ ପରିବାର ସହିତ ବଡ଼ ଲୋକଙ୍କ ହାତ ଥିବା ସନ୍ଦେହ ରହିଛି।