Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
amoodisha
ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ ପାଳିତ @amoodishalive #NewsUpdate #news #dhhjeypore #blooddonors #day #observation #highlightseveryone #nonfollowersviewers
Koraput Town, Koraput
| Jun 14, 2026
#newsupdate
#news
#dhhjeypore
#blooddonors
#day
#observation
#highlightseveryone
#nonfollowersviewers
MORE NEWS
ଅଗଷ୍ଟ ୨୧ ମଧ୍ୟରେ ଭୋଟର ତାଲିକାରେ ନିଜ ନାମ ଯୋଡ଼ିପାରିବେ @amoodishalive #news #jeypore #koraputdistrict #VotersList #highlightseveryonefollowers #nonfollowers
Koraput Town, Koraput | Jul 20, 2026
ବହି ଛାପିଲେ ମାଲ୍, ଶିକ୍ଷକ ବଦଳି ହେଲେ ମାଲ୍... ଏ ସରକାର କେବଳ ମାଲ୍ ମାଲ୍ ହେଉଛି — ରଘୁରାମ ପଡାଲ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲ। ପାଠ୍ୟପୁସ୍ତକ ମୁଦ୍ରଣ ଓ ଶିକ୍ଷକ ବଦଳି ପ୍ରକ୍ରିୟାକୁ ନେଇ ସେ ଦୁର୍ନୀତିର ଅଭିଯୋଗ ଆଣି କହିଛନ୍ତି, "ବହି ଛାପିଲେ ମାଲ୍, ଶିକ୍ଷକ ବଦଳି ହେଲେ ମାଲ୍, ଏ ସରକାର କେବଳ ମାଲ୍ ମାଲ୍ ହେଉଛି।" ତାଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। 💬 ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ? କମେଣ୍ଟ କରି ଜଣାନ୍ତୁ। #Openlensnews #VoiceOfKoraput #Koraput #OdishaPolitics #Education #BreakingNews
Koraput Town, Koraput | Jul 20, 2026
#ଅଭିଯୋଗ_ଶୁଣାଣିରେ_ସାଧାରଣ_ଲୋକଙ୍କ_ସମସ୍ୟା_ଶୁଣୁଛନ୍ତି_କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଓ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଲୋକଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମି, ପାନୀୟ ଜଳ, ଭତ୍ତା, ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଜନସମସ୍ୟା ନେଇ ଆସିଥିବା ଆବେଦନଗୁଡ଼ିକର ଗୁରୁତ୍ୱ ସହ ବିଚାର କରାଯାଇଥିଲା। ପ୍ରଶାସନର ଏଭଳି ଜନମୁଖୀ ପଦକ୍ଷେପ ପ୍ରତି ସାଧାରଣ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି। #Koraput #CollectorKoraput #PublicGrievance #ManojSatyawanMahajan #Odisha #KoraputNews
Koraput Town, Koraput | Jul 20, 2026
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀରେ ଭାରତର GenZ ଦିଲ୍ଲୀରେ @amoodishalive #news #delhi #GenZ #MahaRally #highlightseveryone #nonfollowers #YouthVoice #YouthPower
Koraput Town, Koraput | Jul 20, 2026
ଜୟପୁର: କୋରାପୁଟ ଘାଟିରେ ଓଲଟିଲା ଟିପ୍ପର। କ୍ଷୟକ୍ଷତିର ସୂଚନା ମିଳି ପାରିନି।
Koraput Town, Koraput | Jul 20, 2026