ବରଗଡ ସଦର: ବରଗଡ଼ ପୁରୁଣା ହସ୍ପିଟାଲରୁ ଚକ୍ଷୁ ବିଭାଗ ଓ ବ୍ଲଡ଼ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ
ବରଗଡ଼ ପୁରୁଣା ଜିଲ୍ଲା ହସ୍ପିଟାଲରୁ ଚକ୍ଷୁ ବିଭାଗ ଓ ବ୍ଲଡ଼ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରିଛି ବରଗଡ଼ ସଚେତନ ନାଗରିକ ମଞ୍ଚ । ଏନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯାଇଥିବା ବେଳେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।