ପଟ୍ଟାଙ୍ଗୀ: ନନ୍ଦପୁରରେ ଉଦଯାପିତ ହେଲା ଆଙ୍ଗନ୍ କା ଉତ୍ସବ: ଆଶା ଓ ଅଙ୍ଗନୱାଡ଼ି ଦିଦି ସମ୍ମାନିତ
ନନ୍ଦପୁର ବ୍ଲକରେ ସମ୍ପନ୍ନ ହୋଇଛି ତିନିଦିନିଆ 'ଆଙ୍ଗନ୍ କା ଉତ୍ସବ'। ଏହି ଅବସରରେ ସେବା ଓ ସମର୍ପଣ ପାଇଁ ଆଶାକର୍ମୀ ଓ ଅଙ୍ଗନୱାଡ଼ି ଦିଦିଙ୍କୁ ସମ୍ମାନିତ କରାଯାଇଛି। ଶିଶୁଙ୍କ ବିକାଶ ସମ୍ପର୍କରେ ଅଭିଭାବକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।