ଉଦଳା: କପ୍ତିପଦା ବଷ୍ଟମ ସାହିରେ ହେଲା ଦାଣ୍ଡିଆ ଓ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ବଷ୍ଟମ ସାହିରେ ଅନୁଷ୍ଠିତ ହୋଇଯାଇଛି ଦାଣ୍ଡିଆ ଓ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ। ସ୍ଥାନୀୟ କଳାକାରଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।