ଦୀପ୍ତିପୁର ଶ୍ରୀଅରବିନ୍ଦ ପାଠଚକ୍ର, ଅରୋଜ୍ୟୋତି ଶିକ୍ଷାକେନ୍ଦ୍ରର ସଭାପତି ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବରେ ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଆଜି ଦ୍ବିତୀୟ ଅଧିବେଶନରେ ସନ୍ଧ୍ୟା 7ଟା 30 ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟ ବକ୍ତା ଭାବେ ତାଳପଦର ମହାବିଦ୍ୟାଳୟ ଅଧ୍ୟାପକ ଧନପତି ଦେବତା ଓ ସମ୍ମାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ,ମେଲଛାମୁଣ୍ଡା ପୂର୍ବତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣିମା ରଣା,ଟାଲ ସରପଞ୍ଚ ମିଥିଲା ସାହୁ,ଟାଲ ସମିତି ସଭ୍ୟା ଦୀପାଞ୍ଜଳୀ ପଧାନ, ସମାଜସ