ଲଗାଣ ବର୍ଷାରେ ବୁଡ଼ାଗୁଡ଼ା ହାଇସ୍କୁଲ୍ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ, ଅଟକିଲା ଆମ୍ବୁଲାନ୍ସ ଘଣ୍ଟାଏ କାଳ ଲୋକେ ହେଲେ ହନ୍ତସନ୍ତ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡାଗୁଡ଼ା ହାଇସ୍କୁଲ ନିକଟରେ ଲଗାଣ ବର୍ଷାରେ ଏକ ବିଶାଳ ବରକୋଳି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି ।। ଏହା ଫଳରେ ଘଣ୍ଟାଏ ସମୟ ଧରି ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ୍, କାର ଓ ଅନେକ ଯାନବାହନ ଅଟକି ରହିଥିଲା।