Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଆହତ ହୋଇଥିବା ସୂଚନା ମିଳିଛି।

Jeypore, Koraput | Aug 4, 2026

MORE NEWS

୨୪ ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ! ବନ୍ୟା ପାଣି ମଝିରେ ତାଳଗଛ ଉପରେ ଫସି ରହିଥିଲେ ଚାଷୀ। ପୁଅର ଗୋଟିଏ ଫୋନ୍ କଲ୍ ବଞ୍ଚାଇଲା ବାପାଙ୍କ ଜୀବନ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ତତ୍ପରତା ପରେ ହେଲା ଉଦ୍ଧାର। ମୃତ୍ୟୁର ମୁହଁରୁ ଫେରିଲେ ଚାଷୀ, ଫେରିଲା ପରିବାରର ହସ।
ଧାମନଗରରେ ବନ୍ୟାର ଭୟାବହ ଚିତ୍ର ମଝିରେ ସାମ୍ନାକୁ ଆସିଛି ଏକ ଚମକପ୍ରଦ ଘଟଣା।!! #dinaratitv #TheCommonTimes

୨୪ ଘଣ୍ଟା ଧରି ମୃତ୍ୟୁ ସହ ସଂଘର୍ଷ! ବନ୍ୟା ପାଣି ମଝିରେ ତାଳଗଛ ଉପରେ ଫସି ରହିଥିଲେ ଚାଷୀ। ପୁଅର ଗୋଟିଏ ଫୋନ୍ କଲ୍ ବଞ୍ଚାଇଲା ବାପାଙ୍କ ଜୀବନ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ତତ୍ପରତା ପରେ ହେଲା ଉଦ୍ଧାର। ମୃତ୍ୟୁର ମୁହଁରୁ ଫେରିଲେ ଚାଷୀ, ଫେରିଲା ପରିବାରର ହସ। ଧାମନଗରରେ ବନ୍ୟାର ଭୟାବହ ଚିତ୍ର ମଝିରେ ସାମ୍ନାକୁ ଆସିଛି ଏକ ଚମକପ୍ରଦ ଘଟଣା।!! #dinaratitv #TheCommonTimes

Jeypore, Koraput | Aug 4, 2026

ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସମୁଦାୟ ୫୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା।

ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସମୁଦାୟ ୫୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୪୨ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୧ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା।

Jeypore, Koraput | Aug 4, 2026

#ଜୟନଗର_ରାସ୍ତା_ବିବାଦ_ଅଫିସରଙ୍କୁ_ଟାର୍ଗେଟ_କଲେ_ଜୟପୁର_ବିଧାୟକ#
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha

#ଜୟନଗର_ରାସ୍ତା_ବିବାଦ_ଅଫିସରଙ୍କୁ_ଟାର୍ଗେଟ_କଲେ_ଜୟପୁର_ବିଧାୟକ# UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha

Jeypore, Koraput | Aug 4, 2026

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି ନିକଟରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଆହତ ହୋଇଥିବା ସୂଚନା ମିଳିଛି। - Jeypore News