Public App Logo
Jansamasya
हादसा
News
Bjp
National
Police
Bihar
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
सोशल_मीडिया
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh

Jai Hind #viralvideos It's serious condition

8.8k views | Odisha, India | Dec 5, 2025

MORE NEWS

ଝିଅ ଜ୍ୱାଇଁ ନାତି ମାଡ଼ରେ ଶସୁର ଆହାତ

ଝିଅ ଜ୍ୱାଇଁ ନାତି ମାଡ଼ରେ ଶସୁର ଆହାତ

Bhubaneswar M Corp, Khordha | Jun 3, 2026

#ଟ୍ରେଜେରି_ଅପିଂସର_ବିରୋଧରେ_ଦୁର୍ବ୍ୟବହାର_ଅଭିଯୋଗ_ଥାନାରେ_ମାମଲା 
ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀ ଦୀପ୍ତିମାନ ପାତ୍ରଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ। ସରକାରୀ କାର୍ଯ୍ୟାଳୟରେ ନିଶ୍ୱାସକ୍ତ ହୋଇ ବରିଷ୍ଠ ସହାୟକଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରିଥିବା ଜିଲ୍ଲାପାଳ ଓ ଯାଜପୁର ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଜିଲ୍ଲା କୋଷାଗାର ଗତ କିଛି ମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ। ନିୟମିତ ଅପିଂସ ଆସୁନଥିଲେ । ଆଜି ସେ ପ୍ରାୟ ୧ ମାସ ପରେ ଅପିଂସ କୁ ଆସିଥିବା ବେଳେ ନିଜର ଉପସ୍ଥାନ ପାଇଁ  ବାଇଓମେଟ୍ରିକ ଅପଡେଟ କରିବାକୁ ଅଧସ୍ତନ କର୍ମଚାରୀଙ୍କୁ ବାଧ୍ୟ କରିଥିଲେ।  କାର୍ଯ୍ୟାଳୟର ବରିଷ୍ଠ ସହାୟକ ବ୍ରହ୍ମହାନନ୍ଦ ନାଥଶର୍ମା ଏଭଳି ବେଆଇନ କାର୍ଯ୍ୟ କରିବାକୁ ମନା କରିବାକୁ ତାଙ୍କୁ ଆକ୍ରମଣ ସହିତ ଅଶ୍ମିଳ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ ରେ ଟ୍ରେଜେରି ଅପିଂସର ଅନ୍ୟ କର୍ମଚାରୀ ମାନେ ଏକତ୍ରିତ ହୋଇ ଏ ସଂପର୍କରେ ଜିଲ୍ଳାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କୋଷାଗାର ଅଧିକାରୀ ନିଶାଶକ୍ତ ହୋଇ ଏଭଳି କାର୍ଯ୍ୟ କରିଥିବା ର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ର ବିଧିବଧ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ସହାୟକ ସଂଘ 
#lntvnetwork #Aeiodisha #jajpurkhabar #JajpurNews

#ଟ୍ରେଜେରି_ଅପିଂସର_ବିରୋଧରେ_ଦୁର୍ବ୍ୟବହାର_ଅଭିଯୋଗ_ଥାନାରେ_ମାମଲା ଯାଜପୁର ଜିଲ୍ଲା କୋଷାଗାର ଅଧିକାରୀ ଦୀପ୍ତିମାନ ପାତ୍ରଙ୍କ ବିରୁଦ୍ଧରେ ଆସିଛି ସଙ୍ଗିନ ଅଭିଯୋଗ। ସରକାରୀ କାର୍ଯ୍ୟାଳୟରେ ନିଶ୍ୱାସକ୍ତ ହୋଇ ବରିଷ୍ଠ ସହାୟକଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ ମାରିଥିବା ଜିଲ୍ଲାପାଳ ଓ ଯାଜପୁର ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଜିଲ୍ଲା କୋଷାଗାର ଗତ କିଛି ମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ। ନିୟମିତ ଅପିଂସ ଆସୁନଥିଲେ । ଆଜି ସେ ପ୍ରାୟ ୧ ମାସ ପରେ ଅପିଂସ କୁ ଆସିଥିବା ବେଳେ ନିଜର ଉପସ୍ଥାନ ପାଇଁ ବାଇଓମେଟ୍ରିକ ଅପଡେଟ କରିବାକୁ ଅଧସ୍ତନ କର୍ମଚାରୀଙ୍କୁ ବାଧ୍ୟ କରିଥିଲେ। କାର୍ଯ୍ୟାଳୟର ବରିଷ୍ଠ ସହାୟକ ବ୍ରହ୍ମହାନନ୍ଦ ନାଥଶର୍ମା ଏଭଳି ବେଆଇନ କାର୍ଯ୍ୟ କରିବାକୁ ମନା କରିବାକୁ ତାଙ୍କୁ ଆକ୍ରମଣ ସହିତ ଅଶ୍ମିଳ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ ରେ ଟ୍ରେଜେରି ଅପିଂସର ଅନ୍ୟ କର୍ମଚାରୀ ମାନେ ଏକତ୍ରିତ ହୋଇ ଏ ସଂପର୍କରେ ଜିଲ୍ଳାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। କୋଷାଗାର ଅଧିକାରୀ ନିଶାଶକ୍ତ ହୋଇ ଏଭଳି କାର୍ଯ୍ୟ କରିଥିବା ର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ର ବିଧିବଧ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ସହାୟକ ସଂଘ #lntvnetwork #Aeiodisha #jajpurkhabar #JajpurNews

Bhubaneswar M Corp, Khordha | Jun 3, 2026

ନାର୍ଯ୍ୟ ହକ ପାଇଁ ରାଜରାସ୍ତା କୁ ପୁନଃ ଓଲ୍ହାଇବା ପାଇଁ ୩ ଦିନ ର ଡ୍ରେଡ଼ ଲାଇନ ଦେଲେ ରେଣୁକା ଆଶ୍ରମ ର ନିମାଇଁ ଭକ୍ତ ||charcha news

ନାର୍ଯ୍ୟ ହକ ପାଇଁ ରାଜରାସ୍ତା କୁ ପୁନଃ ଓଲ୍ହାଇବା ପାଇଁ ୩ ଦିନ ର ଡ୍ରେଡ଼ ଲାଇନ ଦେଲେ ରେଣୁକା ଆଶ୍ରମ ର ନିମାଇଁ ଭକ୍ତ ||charcha news

Bhubaneswar M Corp, Khordha | Jun 3, 2026