ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ କୁମାର ପୂର୍ଣ୍ଣିମା ପ୍ରତିଯୋଗିତା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଆଗାମୀ କୁମାର ପୂର୍ଣ୍ଣିମା ଅବସରରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ। ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ବହୁ ମହିଳା ଓ ଛାତ୍ରୀ ଅଂଶଗ୍ରହଣ କରି ପୁଚି, ପିଠା, ମ୍ୟୁଜିକ ଚେୟାର ଭଳି ପ୍ରତିଯୋଗିତାରେ ଭାଗ ନେଇଥିଲେ।