ପାଚେରୀ ଡେଇଁ ସ୍କୁଲ ଭିତରେ ପପଶୁଛି ଭାଲୁ
ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟରେ ଭାଲୁ ଆତଙ୍କ। ସ୍କୁଲ ପାଚେରୀ ଦେଇ ସ୍କୁଲ ଭିତରେ ପଶୁଛି ଭାଲୁ। ଏହି ଭାଲୁ ପ୍ରତ୍ୟେକ ଦିନ ସଞ୍ଜ ନଇଁଲେ ଆସୁଛି ।ଏହି ଭାଲୁ କୁ ଦେଖି ଛାତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ସ୍କୁଲ୍ ଭିତରେ ପଶିବା ବେଳେ କଏଦ କରାଯାଇଛି।
Jeypore, Koraput | Jul 25, 2026