Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୟପୁର ଗୁଣ୍ଡିଚା ମନ୍ଦିରରେ ଗୋମାତାଙ୍କ ଆଲୋକିକ ଦୃଶ୍ୟ

Jeypore, Koraput | Jul 25, 2026

MORE NEWS

ପାଚେରୀ ଡେଇଁ ସ୍କୁଲ ଭିତରେ ପପଶୁଛି ଭାଲୁ
ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟରେ ଭାଲୁ ଆତଙ୍କ। ସ୍କୁଲ ପାଚେରୀ ଦେଇ ସ୍କୁଲ ଭିତରେ ପଶୁଛି ଭାଲୁ। ଏହି ଭାଲୁ ପ୍ରତ୍ୟେକ ଦିନ ସଞ୍ଜ ନଇଁଲେ ଆସୁଛି ।ଏହି ଭାଲୁ କୁ ଦେଖି  ଛାତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ସ୍କୁଲ୍ ଭିତରେ ପଶିବା ବେଳେ କଏଦ କରାଯାଇଛି।

ପାଚେରୀ ଡେଇଁ ସ୍କୁଲ ଭିତରେ ପପଶୁଛି ଭାଲୁ ବୋରିଗୁମ୍ମା ବ୍ଲକ ନୂଆଗାଁ ସରକାରୀ ଆଶ୍ରମ ବିଦ୍ୟାଳୟରେ ଭାଲୁ ଆତଙ୍କ। ସ୍କୁଲ ପାଚେରୀ ଦେଇ ସ୍କୁଲ ଭିତରେ ପଶୁଛି ଭାଲୁ। ଏହି ଭାଲୁ ପ୍ରତ୍ୟେକ ଦିନ ସଞ୍ଜ ନଇଁଲେ ଆସୁଛି ।ଏହି ଭାଲୁ କୁ ଦେଖି ଛାତ୍ର ବାସ ରେ ରହୁଥିବା ୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି।ଏହି ଭିଡିଓ ଗତକାଲି ରାତି ରେ ଭାଲୁ ସ୍କୁଲ୍ ଭିତରେ ପଶିବା ବେଳେ କଏଦ କରାଯାଇଛି।